Jump to content

ଜମି

ଉଇକିଅଭିଧାନ‌ରୁ

ଜମି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜମୀନ୍)[ସମ୍ପାଦନା]

୧. ଭୂମି; ଭୂଭାଗ — ୧. Land; earth.
୨. ଭୂସମ୍ପତ୍ତି —୨. Landed property.

[ଦ୍ରଷ୍ଟବ୍ୟ —ଜମିଦାରଙ୍କ ଅଧୀନ ଜମି ସ୍ୱତ୍ୱ ଓ ଉର୍ବରତାଭେଦରେ ନାନା ଶ୍ରେଣୀରେ ବିଭକ୍ତ ମୋଗଲ ରାଜତ୍ୱରେ ଏହି ସବୁ ଶ୍ରେଣୀ ବିଭାଗର ସୃଷ୍ଟି; ତେଣୁ ଭୂମିସଂକ୍ରାନ୍ତଯାବତୀୟ ଶବ୍ଦ ଆରବୀଭାଷା— ମୂଳକ ଜମିଦାରଙ୍କ ଅଧୀନ ଜମିର ଏହି କେତେଗୋଟି ସାଧାରଣ ବିଭାଗ ପ୍ରାୟଶଃ ଦେଖାଯାଏ—ଜିରାଏତି ବା ଆବାଦି ଜମି; ପତିତ ବା ଆନାବାଦି ଜମି ଅଉଲ୍, ଦୋୟମ୍, ସୋୟମ୍, ଚାହାରମ୍, ଖମାର, ନିଜଚାଷ, ନିଯଯୋତ୍ ଖଞ୍ଜାବାଡ଼ି, ଖଞ୍ଜାକାଟ, ଚାକରନ୍, ଜାଗିରି, ସେବାଏତି ଯାଗିରି, ଦେବତ୍ତୋର, ବ୍ରହ୍ମୋତ୍ତର, ପିରୋତ୍ତର, ଫକୀରାନ୍, ମହତ୍ରାଣ ଖରିଦା ଜମାବନ୍ଦି, ଲାଖରାଜ— ବାହେଲ, ଲାଖରାଜ ବାଯ୍ୟାପ୍ତି, କାମିଲ ବାଯ୍ୟାପ୍ତି, ଟଙ୍କି, ଅଧାଜମା ରଇତି, ଚାନ୍ଦନା ବା ଘରଭଡ଼ା ତଉଫିର୍, ନୟାବାଦି, ଉଠିବାଟୀ ମହାଲ ବା ମାଲ ଗୋଚର, ସର୍ବସାଧାରଣ ପାହି, ଥାନି ମଧ୍ୟସ୍ୱତ୍ୱ, ବାରାଦରୀ କଳାଜମି, ଦୋରସା, ମଟାଳ, ବାଲିଆ, ଖାରି, ଢିପ, ଠେଙ୍ଗ, ଖାଲ, ପାଟ, ଜଳପାଟ, ଝିଲ ଶାରଦ, ମାଣ୍ଡିକୋଳଥ, ହରମହଶୁର, ଦୋଫସଲି, ବଗାଏତ୍, ବଲୁଚର, ପଟୁ]

୩. କ୍ଷେତ; କ୍ଷେତ୍ର —୩. Cultivated land; field plot of land.
୪. ପ୍ରଜା ବା ରଇତର ଅଧିକୃତ ଯୋତ — ୪. Tenant's holding.
୫. ଧରା; ପୃଥିବୀ —୫. The earth.
୬. ସ୍ଥାନ —୬. Place; a space of land.


୭. ମାଟି; ମୃତ୍ତିକା —୭. Soil.