ଜମ୍ୱୁ

ଉଇକିଅଭିଧାନ‌ରୁ

ଜମ୍ୱୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଜମ୍ୱୁ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଜମ୍ ଧାତୁ+କର୍ତ୍ତୃ. ଉ)[ସମ୍ପାଦନା]

୧. ଜାମୁ ଗଛ ଓ କୋଳି — ୧. Blackberry and its tree.

[ଦ୍ରଷ୍ଟବ୍ୟ —ଏହା ତିନି ପ୍ରକାର, ଯଥା—୧. ରାଜଜମ୍ୱୁ, ୨ କାକଜମ୍ୱୁ ଓ ୩. ଭୂମିଜମ୍ୱୁ—ହରେକୃଷ୍ଣ. ଦ୍ରବ୍ୟଗୁଣ]

୨. ଗୋଲାପଜାମୁ —୧. Rose-apple.
୩. (ପୁରାଣ ମତରେ) ମେରୁପର୍ବତକୁ ବେଷ୍ଟନ କରିଥିବା ପୃଥିବୀ; ସପ୍ତଦ୍ୱୀପରୁ ଏକତମ; ଭାରତବର୍ଷ — ୩. India (considered and described as one of the ୭ mythogical islands composing tne earth.
୪. ବରୁଣ —୪. The sea-God.
୫. ସ୍ୱର୍ଗସ୍ଥ ସ୍ୱର୍ଣ୍ଣପ୍ରସୂ ପୌରାଣିକ ନଦୀବିଶେଷ — ୫. Name of a mythological river producing gold.
୬. ସୁମେରୁ ପର୍ବତରୁ ଉତ୍ପନ୍ନ ନଦୀବିଶେଷ — ୬. The name of a river of ancient India.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କାଶ୍ମୀର ରାଜ୍ୟର ଦେଶବିଶେଷ — ୧. A part of the state of Kāṡmīra in N.W. India.
୨. (ସଂସ୍କୃତ - ଜାମ୍ୱବ) ଭାଲୁ —୨. The bear.
୩. କଟକ ଜିଲ୍ଲାରେ ମହାନଦୀ ଯେଉଁଠାରେ ସମୁଦ୍ରରେ ପଡ଼ିଅଛି —୩. The delta of the Mahānadī river near the False-point harbour.
୪. (ସ୍ତ୍ରୀ) ଜମ୍ୱବତୀର ଡାକ ନାମ — ୪. Name for calling Jāmbabatī.



ଜମ୍ୱୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଜମ୍ୱୁ (ଦେଖ) - Jambu (See).