ଜମ୍ୱୁକ
ଦେଖଣା
ଜମ୍ୱୁକ
ଉଚ୍ଚାରଣ
[ସମ୍ପାଦନା](ଜମ୍ୱୁକ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଜମ୍ ଧାତୁ+କର୍ତ୍ତୃ. ଉକ)
[ସମ୍ପାଦନା]- ୧. ଶୃଗାଳ; ବିଲୁଆ —୧. Jackal.
- ୨. ଧୂର୍ତ୍ତ ବ୍ୟକ୍ତି — ୨. A cunning and deceitful person.
- ୩. ନୀଚ ବ୍ୟକ୍ତି —୩. A mean or low person.
- ୪. ବରୁଣ —୪. The Deity of water.
- ୫. (ଜମ୍ୱୁ+ସ୍ୱାର୍ଥେ. କ) ଗୋଲାପଜାମୁ ଗଛ ଓ ଫଳ — ୫. The rose-berry and its tree.
- ୬. କାର୍ତ୍ତିକେୟଙ୍କ ଅନୁଚରବିଶେଷ — ୬. Name of an attendant of Kārttikeya.
ଜମ୍ୱୁକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜମ୍ ଧାତୁ+ଊକ)
[ସମ୍ପାଦନା]ଜମ୍ୱୁକ (ଦେଖ) - Jambuka (See).