ଜମ୍ୱୁକ

ଉଇକିଅଭିଧାନ‌ରୁ

ଜମ୍ୱୁକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଜମ୍ୱୁକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଜମ୍ ଧାତୁ+କର୍ତ୍ତୃ. ଉକ)[ସମ୍ପାଦନା]

୧. ଶୃଗାଳ; ବିଲୁଆ —୧. Jackal.
୨. ଧୂର୍ତ୍ତ ବ୍ୟକ୍ତି — ୨. A cunning and deceitful person.
୩. ନୀଚ ବ୍ୟକ୍ତି —୩. A mean or low person.
୪. ବରୁଣ —୪. The Deity of water.
୫. (ଜମ୍ୱୁ+ସ୍ୱାର୍ଥେ. କ) ଗୋଲାପଜାମୁ ଗଛ ଓ ଫଳ — ୫. The rose-berry and its tree.
୬. କାର୍ତ୍ତିକେୟଙ୍କ ଅନୁଚରବିଶେଷ — ୬. Name of an attendant of Kārttikeya.



ଜମ୍ୱୁକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜମ୍ ଧାତୁ+ଊକ)[ସମ୍ପାଦନା]

ଜମ୍ୱୁକ (ଦେଖ) - Jambuka (See).