ଜର
ଦେଖଣା
ଜର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଜୃ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ବୃଦ୍ଧ —୧. Old.
- ୨. ଜରାଜୀର୍ଣ୍ଣ —୨. Decrepit; infirm.
ବିଶେଷ୍ୟ -
[ସମ୍ପାଦନା]- ୧. (+ଭାବ. ଅ)—ଜୀର୍ଣ୍ଣ ହେବା — ୧. Wearing out; wasting.
- ୨. ବିନାଶ —୨. Destruction.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ୱର)
[ସମ୍ପାଦନା]ଜ୍ୱରରୋଗ —Fever.
[ଦ୍ରଷ୍ଟବ୍ୟ —ପ୍ରକାରଭେଦରେ ଜରମାନଙ୍କର ଭିନ୍ନଭିନ୍ନ ନାମ ହୋଇଥାଏ ଯଥା—ବାତଜର, କମ୍ପଜର, ଠେଙ୍ଗାଜର, କଳାଜର, ପାଳିଜ୍ୱର, ମେ(ମା)ଲେରିଆଜର ବା ପିଳେହିଦର, ଆନ୍ତ୍ରିକଜର. ଏକୁଆ଼ ବା ଏକୋଈଜର. ସାନ୍ନିପାତିକ ଜର ବା ବିକାର; ଟାଇଫଏଡ୍ ବା ବାଇସିଦିନିଆଁଜର,ଶରଦଜର ବା କଫଜର, ଗରମଜର ବା ପିତ୍ତଜର, ଭୁୟାଁଜର, ବିଷମ ବା ସବିରାମ ଜର, ଦ୍ୱାହିକ, ତ୍ର୍ୟାହିକ, ଚାତୁର୍ଥକଜର, ଜୀର୍ଣ୍ଣଜର ବା ପୂରାତନଜର, ସନ୍ତତ ବା ଏକଜର, ଅଭିଘାତଜର, ଅଭନ୍ୟାସଜର, ବିଲେପୀଜର, ଡିଆଁ ବା ସଂକ୍ରମିତଜର, ଭାଲୁଜର, ଭୁତଜର ଓ କାମଜର ଜରର ପ୍ରଧାନ ଲକ୍ଷଣ ଦେହରେ ତାତି ଚା ବା ଉଷ୍ଣତା ଓ ଶୈତ୍ୟାନୁଭୂତି ]