ଜରି

ଉଇକିଅଭିଧାନ‌ରୁ

ଜରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ଜର୍=ସୁନା)[ସମ୍ପାଦନା]

ସୁନ୍ଲୀ ଓ ରୁପ୍ଲୀ ସୁତା; ବସ୍ତ୍ରାଦିରେ କାରୁକାର୍ଯ୍ୟ କରାଯିବା ନିମନ୍ତେ ପ୍ରସ୍ତୁତ ସୁନା ଓ ରୂପାର ବା ପିତ୍ତଳର ଅତି ସୁକ୍ଷ୍ମ ତନ୍ତୁ — Gold and silver lace.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଜରିଗଛ (ଦେଖ) - ୧. Jari gachha (See)
୨. (ସଂସ୍କୃତ - ଦରୀ)—ଗିରିଗହ୍ୱର; ଗୁମ୍ଫା — ୨. Mountain-cave.
୩. (ସଂସ୍କୃତ - ଜଳୀ)—ନଈବଢ଼ି ଛାଡ଼ିଗଲେ ନଦୀ କୂଳବର୍ତ୍ତୀ ଯେଉଁ ଯେଉଁ ଗଭୀର ସ୍ଥାନରେ ନଈପାଣି ରହିଯାଇ ଥାଏ —୩. Deep channels or pools full of standing water left on the banks of a river after the subsidence of flood.