ଜରିଆ

ଉଇକିଅଭିଧାନ‌ରୁ

ଜରିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ଅ (ଫାରାସୀ - ଜରିଏ)[ସମ୍ପାଦନା]

ଦ୍ୱାରା; ବାଟେ — Through; by; by way of.

(ଯଥା—ଲାଟସାହେବଙ୍କ ନିକଟକୁ କୌଣସି ଆବେଦନ ପତ୍ର ପଠାଇବାକୁ ହେଲେ ତାହା ସ୍ଥାନୀୟ ହାକିମମାନଙ୍କ ଜରିଆରେ ପଠାଇବାକୁ ହୁଏ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

ଜରିଦାର୍; ଜରିଯୁକ୍ତ —Furnished with golden lace; interwoven with lace.