ଜରିବ୍
ଦେଖଣା
ଜରିବ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ଜରୀବ୍=ଜମି ମାପିକା)
[ସମ୍ପାଦନା]- ୧. ନିର୍ଦ୍ଧିଷ୍ଟ ପରିମାଣବିଶିଷ୍ଟ ଦଣ୍ଡ ବା ଶିକୁଳିଦ୍ୱାରା ଜମିର ମାପ — ୧. Cadastral survey.
- ୨. ଶିକୁଳିଦ୍ୱାରା ଜମି ମାପ —୨. Chain-survey.
- ୩. ଚେନ୍; ଜମି ମାପିବାର ଶିକୁଳି — ୩. Measuring or surveying chain.
- ୪. ୧ ଲିଙ୍କ୍ ବା ୬୬: ଫୁଟ ପରିମିତ ଭୂମି ମାପିବାର ଚେନ୍ —Gunter's chain.
- ୫. ଏକ ଚେନ୍ ପରିମିତ ଦୈର୍ଘ୍ୟ —୫. A length of one chain (୬୬ feet or ୧୦୦ links).
[ ଦ୍ର—ଜରିବ ବା ଚେନରେ ୧ ଖଣ୍ଡି ଲୁହା କାଢ଼ିଥାଏ ଓ ଉକ୍ତ ଗୋଟିଏ ଲେଖାଏଁ ମୁଦିଆଦ୍ୱାରା ପରସ୍ପର ସଙ୍ଗେ ଯୋଡ଼ା ହୋଇଥାଏ ଏ ଲୁହା କାଢ଼ିମାନଙ୍କୁ ଲିଙ୍କ ବା କଡ଼ା ବୋଲାଯାଏ ]