ଜରୀ
ଦେଖଣା
ଜରୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ଜରା+ଅଛି ଅର୍ଥରେ ଇନ୍;୧ମା.୧ବ)
[ସମ୍ପାଦନା]- ୧. ଜରାଯୁକ୍ତ —୧. Old.
- ୨. ଜୀର୍ଣ୍ଣ —୨. Decrepit.
(ଜରିଣୀ—ସ୍ତ୍ରୀ)
ବୈଦେଶିକ - ବିଶେଷ୍ୟ - (ଆରବୀ - ଜର୍ =ସୁନା)
[ସମ୍ପାଦନା]ସୂନା ରୂପାର ସରୁ ସୂତା — Golden or silver lace;very fine tbreads of gold and silver.