ଜର୍ଜ ଦି ଫିଫ୍ଥ୍
ଦେଖଣା
ଜର୍ଜ ଦି ଫିଫ୍ଥ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - (ନାମ) ଇଂ
[ସମ୍ପାଦନା]ବର୍ତ୍ତମାନ ଇଂଲଣ୍ଡର ରାଜା ଓ ଭାରତ ସମ୍ରାଟ; ପଞ୍ଚମର୍ଜଜ; ଜର୍ଜ ନାମଧାରୀ ଇଂଲଣ୍ଡର ୫ମ ରାଜା —George V; king of England and the Emperor of India.
[ଦ୍ରଷ୍ଟବ୍ୟ —ଇଂଲଣ୍ଡର ସିଂହାସନକୁ ଅଧିକାର କରିଥିବା ଜର୍ଜ ନାମ ଧାରୀ ରାଜାଙ୍କ ମଧ୍ୟରେ ଏ ପଞ୍ଚମ ଅଟନ୍ତି]