ଜର୍ଦା

ଉଇକିଅଭିଧାନ‌ରୁ

ଜର୍ଦା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)[ସମ୍ପାଦନା]

୧. (ମୁସଲମାନଙ୍କର ଖାଦ୍ୟ) ସୁବାସିତ ହଳଦିଆ ଭାତ —A kind of rice boiled with turmeric.

[ଦ୍ରଷ୍ଟବ୍ୟ —ପ୍ରଥମେ ଚାଉଳରେ ହଳଦି ମିଶାଇ ତାକୁ ସିଝାଇ ପେଜ ଗାଳି ସେଥିରେ ଘିଅ, ମିଠା ଓ ମସଲା ଗୋଳାଇ ଏହା ତିଆରି କରାଯାଏ ]

୨. ପାନ ସଙ୍ଗେ ଖାଇବା ପାଇଁ ସୁଗନ୍ଧିତ ତମାଖୁ ଗୁଣ୍ଡା; ସୁର୍ତୀ —୨. A kind of sweet-scented tobacco-preparation chewed with betel.
୩. ହଳଦିଆ ଘୋଡ଼ା —୩. Yellow-skinned horse.
୪. ଏକ ପ୍ରକାର ହଳଦିଆ ଛିଟ — ୪. A kind of yellow chintz.



ଜର୍ଦା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

ଜରଦା (ଦେଖ) - Jaradā (See)