Jump to content

ଜଳଚର

ଉଇକିଅଭିଧାନ‌ରୁ

ଜଳଚର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ଉପପଦ ତତ୍ପୁରୁଷ; ଜଳ+ଚର୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଯେଉଁ ପ୍ରାଣୀ ଜଳରେ ବିଚରଣ କରେ — Aquatic (animal); living in water.

[ଦ୍ରଷ୍ଟବ୍ୟ —ଯେଉଁମାନେ ସ୍ଥଳରେ ବିଚରଣ କରନ୍ତି, ସେମାନେ ସ୍ଥଳଚର; ଯେଉଁମାନେ ଜଳ ଓ ସ୍ଥଳ ଉଭୟରେ ବିଚରଣ କରନ୍ତି; ସେମାନେ ଉଭୟଚର]

ବିଶେଷ୍ୟ -

[ସମ୍ପାଦନା]

ଜଳଜନ୍ତୁ —Aquatic animal (birds and fishes).