ଜଳପାଇ

ଉଇକିଅଭିଧାନ‌ରୁ

ଜଳପାଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବରିପୋଲ ନାମକ ଗଛ ଓ ତହିଁରେ ଆମ୍ୱଡ଼ ପରି ଛୋଟ ଆମ ଫଳ —୧. The wild olive tree and its fruit; Elaeocarpus Serratus.

[ଦ୍ରଷ୍ଟବ୍ୟ —ଏହା ରୁଦ୍ରାକ୍ଷ ଜାତୀୟ ଗଛ ହିମାଳୟରେ ଓ ଦାକ୍ଷିଣା— ତ୍ୟର ଅରଣ୍ୟରେ ଜନ୍ମେ ଏଥିରେ କଞ୍ଚା ଫଳ ଆଚାର ଓ ଚଟଣୀ ରୂପେ ବ୍ୟବହୃତ ହୁଏ ଓ ପାଚିଲା ଫଳ ଖିଆଯାଏ]

୨. ଜୁଆର ପାଣି ପଶୁଥିବା ସମୁଦ୍ରୋପକୂଳସଥ ନିମ୍ନଭୂମି — ୨. Low water-logged land along the sea- coast.

[ଦ୍ରଷ୍ଟବ୍ୟ —ମେଦିନୀପୁର ଓ ବାଲେଶ୍ୱର ଅଞ୍ଚଳରେ ଏପରି ଭୂମି ଦେଖାଯାଏ ଅଧିକାଂଶ ସମୟରେ ଏହା ଜଳରେ ପୂର୍ଣ୍ଣ ଥାଏ]

୩. ଜଳାଭୂମି; ଜୋଡ଼ୀ ଭୂମି —୩. Marshy land.