ଜଳପାଇ
ଦେଖଣା
ଜଳପାଇ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବରିପୋଲ ନାମକ ଗଛ ଓ ତହିଁରେ ଆମ୍ୱଡ଼ ପରି ଛୋଟ ଆମ ଫଳ —୧. The wild olive tree and its fruit; Elaeocarpus Serratus.
[ଦ୍ରଷ୍ଟବ୍ୟ —ଏହା ରୁଦ୍ରାକ୍ଷ ଜାତୀୟ ଗଛ ହିମାଳୟରେ ଓ ଦାକ୍ଷିଣା— ତ୍ୟର ଅରଣ୍ୟରେ ଜନ୍ମେ ଏଥିରେ କଞ୍ଚା ଫଳ ଆଚାର ଓ ଚଟଣୀ ରୂପେ ବ୍ୟବହୃତ ହୁଏ ଓ ପାଚିଲା ଫଳ ଖିଆଯାଏ]
- ୨. ଜୁଆର ପାଣି ପଶୁଥିବା ସମୁଦ୍ରୋପକୂଳସଥ ନିମ୍ନଭୂମି — ୨. Low water-logged land along the sea- coast.
[ଦ୍ରଷ୍ଟବ୍ୟ —ମେଦିନୀପୁର ଓ ବାଲେଶ୍ୱର ଅଞ୍ଚଳରେ ଏପରି ଭୂମି ଦେଖାଯାଏ ଅଧିକାଂଶ ସମୟରେ ଏହା ଜଳରେ ପୂର୍ଣ୍ଣ ଥାଏ]
- ୩. ଜଳାଭୂମି; ଜୋଡ଼ୀ ଭୂମି —୩. Marshy land.