ଜଳସ୍ତମ୍ଭ

ଉଇକିଅଭିଧାନ‌ରୁ

ଜଳସ୍ତମ୍ଭ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜଳ+ସ୍ତମ୍ଭ)[ସମ୍ପାଦନା]

ନଦୀ ଓ ସମୁଦ୍ରର ଗର୍ଭରୁ ଉତିତ କିମ୍ୱା ତହିଁରେ ମେଘରୁ ପତିତ ପ୍ରକାଣ୍ଡ ସ୍ତମ୍ଭାକାର ଜଳରାଶି (ଏହା ଗୋଟିଏ ବିଚିତ୍ର ନୈସର୍ଗିକ ଘଟଣା) — A water-spout; a moving column of water (a natural phenomenon).