ଜଳାଶୟ

ଉଇକିଅଭିଧାନ‌ରୁ

ଜଳାଶୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜଳ+ଆଶ୍ରୟ)[ସମ୍ପାଦନା]

୧. ହ୍ରଦ; ତଡ଼ାଗ; ପୋଖରୀ —୧. A reservoir of water; lake; pond.
୨. ବରୁଣ ଦେବ —୨. An epithet of Baruṇa.
୩. ବିଷ୍ଣୁ —୩. An epithet of Bishṇu.