ଜହରାତ୍

ଉଇକିଅଭିଧାନ‌ରୁ

ଜହରାତ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ଜହର; ଜଓହର୍; ଜବହୀର୍ (ଫା) ଗଓହର; ତୁଳ. ସଂସ୍କୃତ - ଗହ୍ୱର)[ସମ୍ପାଦନା]

୧. ଖଣିଜ ବହୁମୂଲ୍ୟ ପ୍ରସ୍ତର; ବହୁମୂଲ୍ୟ ମଣିମୁକ୍ତାଦି — ୧. Jewels; gems.
୨. ମଣିମୁକ୍ତାଖଚିତ ଅଳଙ୍କାର — ୨. Jewellery; ornaments set with gems.