ଜହାଁପନା
ଜହାଁପନା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ଅ. (ଆରବୀ - ଜହାଁପନା=ପୃଥିବୀପତି)[ସମ୍ପାଦନା]
(ରାଜା ଓ ବଡ଼ଲୋକମାନଙ୍କୁ ସମ୍ୱୋଧନ) ଛାମୁ ! ମଣିମା ! ହୁଜୁର! —Oh Lord! your honor !
ଜହାଁପନା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ଜାହାଁପାନା—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜହାଁପନାହ୍=ଜଗଦାଶ୍ରୟ; ଜହାଁ= ପୃଥିବୀ+ପନାହ୍=ରକ୍ଷକ)[ସମ୍ପାଦନା]
ପୃଥିବୀପ୍ରତି ଜଗଦାଶ୍ରୟ;ପ୍ରଭୁ —Lord of the World.
ଅ. (ବାଦସାହା ପ୍ରଭୃତିଙ୍କ ନିମ୍ନତର ବ୍ୟକ୍ତିମାନଙ୍କର ସମ୍ୱୋଧନ)— ଛାମୁ! ହଜୁର! — My Lord ! You Highness.