ଜହ୍ନ

ଉଇକିଅଭିଧାନ‌ରୁ

ଜହ୍ନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ୟୋତ୍ସ୍ନା)[ସମ୍ପାଦନା]

୧. ଚନ୍ଦ୍ରମା; ଚନ୍ଦ୍ର — ୧. The moon.

ହେ ଜହ୍ନ ! ଦଣ୍ଡେ ତୁହି ମୋ ମିନତି ଘେନ—ପ୍ରଚୀ. ରସବାରିଧି

[ଦ୍ରଷ୍ଟବ୍ୟ —ଜହ୍ନ ମଧ୍ୟରେ ଲକ୍ଷିତ 'କଳଙ୍କ'କୁ ହିନ୍ଦୁମାନେ ମୃଗ ବା ଶଶକ ବୋଲି କଳ୍ପନା କରିଥିଲେ ଏ ଦେଶରେ ସ୍ତ୍ରୀଲୋକମାନେ ଏହି କଳଙ୍କ ଦେଖାଇ ଶିଶୁମାନଙ୍କୁ କହନ୍ତି ଯେ ରାଣ୍ଡୀ ବ୍ରାହ୍ମଣୀ— ବୁଢ଼ୀଟିଏ ବସି ଅରଟରେ ସୂତା କାଟୁଛି]

୨. ଜ୍ୟୋତ୍ସ୍ନା; ଚନ୍ଦ୍ରକିରଣ —୨. Moonlight.
୩. ସ୍ତ୍ରୀଲୋକମାନଙ୍କୁ ଦିଆ ଯିବା ନାମ — ୩. A name given to females.