ଜହ୍ନିଖାଈ

ଉଇକିଅଭିଧାନ‌ରୁ

ଜହ୍ନିଖାଈ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

ଗାଳିବିଶେଷ — A term of abuse.

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

ଦେବୀପର୍ବରେ ସାଇଯାତ୍ରାରେ ବାହାରିବା ଏକ ଦେବୀପ୍ରତିମା (ଏ ଦଶହରା ଦିନ ପାଣିରେ ପଡ଼ନ୍ତି) —Name of the image of a Goddess which is constructed and brought out in a procession in the town of Puri during the Durgā-pujā.