ଜହ୍ନିପୋକ

ଉଇକିଅଭିଧାନ‌ରୁ

ଜହ୍ନିପୋକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (କଟକ) ବିଶେଷ୍ୟ - (ଏମାନଙ୍କ ଦେହରୁ ବାହାରିବା ଜ୍ୟୋତିଃ ଜହ୍ନି ଫୁଲ ପରି ସ୍ନିଗ୍ଧ ଓ ଶୁଭ୍ର ଥିବାରୁ ତୁଳ. ବଙ୍ଗାଳୀ - ଜୋନାକି ପୋକ)[ସମ୍ପାଦନା]

୧. ଜୁଳୁଜୁଳିଆ ପୋକ —୧. Glow-worm.
୨. ଜହ୍ନି ଗଛରେ ଲାଗି ନଷ୍ଟକରିବା ଏକପ୍ରକାର ପୋକ — ୨. A kind of insect attacking the 'jahni' creeper.