ଜହ୍ଲା

ଉଇକିଅଭିଧାନ‌ରୁ

ଜହ୍ଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଏକ ପ୍ରକାର ସାନ ରୂପାପାତିଆ ପରି ପତଳା ମାଛ; ଖଙ୍କାରଖାଇ ମାଛ —A kind of small fresh-water-fish.

[ଦ୍ରଷ୍ଟବ୍ୟ —ଏମାନଙ୍କ ଦେହରେ ଛୋଟ କାତି ଅଛି, ଦେହ ଚେପ୍ଟା, ପିଠି ନେଳିଆ ଏମାନେ ପାଣି ଭିତରେ ବିଚରଣ କରି ବଡ଼ ଲେଉଟାଇବା ବେଳେ ରୂପା ପାତିଆ ପରି ଦେଖା ଯାଆନ୍ତି ଏମାନେ ଲମ୍ୱରେ ୮୧: ଇଞ୍ଚ ପର୍ଯ୍ୟନ୍ତ ବଢ଼ନ୍ତି]



ଜହ୍ଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଜରାଳି ବା ଜରାଡ଼ି ମାଛ; ଖଙ୍କାରଖାଇ ମାଛ; ରୂପା— ପାତିଆ ମାଛ —A kind of small fresh-water-fish.

[ ଦ୍ର—ଏମାନଙ୍କ ଦେହରେ ଛୋଟ କାତି ଥାଏ ଦେହ ଚେପା, ପିଠି ନେଳିଆ ଏମାନେ ପାଣିଭିତରେ ଖେଳି କଡ଼ ଲେଉଟାଇବା ବେଳେ ରୂପା ପାତିଆ ପରି ଦେଖା ଯାଆନ୍ତି ଏମାନଙ୍କ ମଧ୍ୟରୁ ଛୋଟ ଗୁଡ଼ିକୁ ଜରାଡ଼ି ଓ ବଡ଼ ଗୁଡ଼କୁ ଜହ୍ଲା କୁହାଯାଏ]