ଜାଇକାଠି

ଉଇକିଅଭିଧାନ‌ରୁ

ଜାଇକାଠି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଗଞ୍ଜାମରେ ମିଳୁଥିବା ଏକ ପ୍ରକାର ତୃଣ [ଏହାର ପଟଦ୍ୱାରା ପାରଳାଖେମଣ୍ଡି ଅଞ୍ଚଳରେ ପଟି, ବିଞ୍ଚଣା, ବାଗ୍ ଆଦି ବୁଣା ଯାଏ] — A kind of reed with the strips of which various wicker works are woven in Parlakhemundi in Odisha.