Jump to content

ଜାଇଫଳ

ଉଇକିଅଭିଧାନ‌ରୁ

ଜାଇଫଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାତିଫଳ)[ସମ୍ପାଦନା]

ମଲକ୍କା ଦ୍ୱୀପ ଓ ଦକ୍ଷିଣ ଭାରତର ବୃକ୍ଷବିଶେଷର ମସଲା ଫଳବିଶେଷ —Nutmeg; Muristica fragrans; Muristica Moschata.

[ ଦ୍ର—ବୈଦ୍ୟଶାସ୍ତ୍ର ମତରେ ଏହାର ମାଦକ ଓ ଧାରକ ଗୁଣ ଅଛି ଏହାକୁ ଘୋରି ଚନ୍ଧା ଯାଗାରୋ ଲଗାଇଲୋ ସେଠାରେ କେଶ କଅଁଳେ ଏହାକୁ ଘୋରି ପାଣି ମିଶାଇ ଲୋକେ ବାସପାଣି ତିଆରି କରନ୍ତି ପାନ ଓ ଭାଙ୍ଗରେ ଏହା ମସଲାରୂପେ ବ୍ୟବହୃତ ହୁଏ ଜାଇଫଳର ଏକ


ଚିରୁଡ଼ା ୧/୪:କୁ (ଲହୁଣୀ ସଙ୍ଗେ ବାଟି) ଏହାକୁ ଏକ ପାନ କରି ଦିନ ମଧ୍ୟରେ ଏହିମାତ୍ରାରେ ୩ ପାନ ଖାଇଲେ ୩ ଦିନ ମଧ୍ୟରେ ଭୟାନକ ରକ୍ତାମାଶୟ (ନାଳରକ୍ତ ଝାଡ଼ା) ଭଲ ହୁଏ ଶିଶୁମାନଙ୍କ ପକ୍ଷେ ଏ ମାତ୍ରାର ଅର୍ଦ୍ଧକ ଦିଆଯାଏ]