Jump to content

ଜାଏଦାଦ୍

ଉଇକିଅଭିଧାନ‌ରୁ

ଜାଏଦାଦ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜାୟଦଦ୍=ସମ୍ପତ୍ତି)

[ସମ୍ପାଦନା]
୧. ଜମିବାଡ଼ି; ଭୂସମ୍ପତ୍ତି —୧. Immovable property.
୨. ବିଷୟସମ୍ପତ୍ତି; ସ୍ଥାବର ଓ ଅସ୍ଥାବର ସମ୍ପତ୍ତି — ୨. Property (movable and immovable).