Jump to content

ଜାକେଟ୍

ଉଇକିଅଭିଧାନ‌ରୁ

ଜାକେଟ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]
୧. ସ୍ତ୍ରୀମାନଙ୍କ ଅଧା କୁର୍ତ୍ତା — ୧. Jacket; lady's waist-coat.
୨. ପୁରୁଷମାନଙ୍କ ଅଧା କୁର୍ତ୍ତା — ୨. Waist-coat of males.