Jump to content

ଜାଗା

ଉଇକିଅଭିଧାନ‌ରୁ

ଜାଗା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜାୟଗାହ୍)

[ସମ୍ପାଦନା]
୧. ସ୍ଥାନ —୧. Space; place.
୨. ବସ୍ତୁ ରଖିବାର ପାତ୍ର — ୨. Receptacle; vessel.
୩. ଜାଗାଘର (ଦେଖ) - ୩. Jāgā-ghara (See)