ଜାଚାଇ

ଉଇକିଅଭିଧାନ‌ରୁ

ଜାଚାଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ସଂସ୍କୃତ - ଯାଚନ)[ସମ୍ପାଦନା]

୧. କୌଣସି ପଣ୍ୟ ଦ୍ରବ୍ୟକୁ ପରୀକ୍ଷା କରି ତହିଁର ପ୍ରକୃତ ମୂଲ୍ୟ ଓ ଯୋଗ୍ୟତା ସ୍ଥିର କରିବା — ୧. Appraisment; examination; testing the purity and value of a thing.
୨. ପରଖ; ପରୀକ୍ଷା —୨. Test.