ଜାଣତରେ

ଉଇକିଅଭିଧାନ‌ରୁ

ଜାଣତରେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - କ୍ରି. ବିଶେଷଣ - (ସଂସ୍କୃତ - ଜ୍ଞାନତଃ)[ସମ୍ପାଦନା]

ଜ୍ଞାନସାରରେ; ଜାଣୁଜାଣୁ; ଜ୍ଞାନତଃ —Knowingly; consciously; to one's knowledge.

(ଯଥା— ମୁଁ ହେତୁ ପାଇଲା ଦିନ ଠାରୁ ମୋ ଜାଣତରେ କିଛି ଅପରାଧ କରି ନାହିଁ)