ଜାଣିବା
ଦେଖଣା
ଜାଣିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜଣାଇବା,ଜଣେଇବାଣିଜନ୍ତ
ଦେଶଜ - କ୍ରି. (ସଂସ୍କୃତ - ଜ୍ଞା ଧାତୁ)
[ସମ୍ପାଦନା]- ୧. ଚିହ୍ନିବା — ୧. To recognise; to be acquainted with.
ଏକା ହୋଇ ବାଟକୁ ନ ଜାଣି ସେ ବନେ କୃଷ୍ଣସିଂହ. ମହାଭାରତ ବନ
- ୨. ଜ୍ଞାତ ହେବା; ଅବଗତ ହେବା — ୨. To know.
- ୩. ସଂସାର ସମ୍ୱନ୍ଧ ଅଭିଜ୍ଞ ହେବା —୩. To have worldly wisdom or experience.
- ୪. ଅନୁଭବ କରିବା — ୪. To experience; to perceive.
- ୫. ବୁଣିବା; ହୃଦୟଙ୍ଗମ କରିବା —୫. To understand.
ଶୋଣିତ ନଗରୀ ଜାଣି ଦିପକ ପ୍ରଚାରେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
- ୬. ବାରିବା; ଏକାଧିକ ବସ୍ତୁର ପ୍ରଭେଦ ହୃଦୟଙ୍ଗମା କରିବା — ୬. To destinguish.
ରାତ୍ରି ଦିବସ ମ ଜାଣିଲା ତା ରୁପ ଧ୍ୟାନେ ଦିନଗଲା ଜଗନ୍ନାଥ. ଭାଗବତ
[ଦ୍ରଷ୍ଟବ୍ୟ —ଶୁଣିବା ଶବ୍ଦ ଏହାର ସହଚର ରୂପେ ବ୍ୟବହୃତ ହୁଏ; ଜାଣିବା କ୍ରିୟାର ଅସମାପିକା ରୂପସଙ୍ଗେ ନେବା, ପକାଇବା, ଯିବା, ଆସିବା କ୍ରିୟାର ସମାପିକା ରୂପେ ଯୁକ୍ତ ହୁଏ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯେସବୁ ବିଷୟ ଜାଣିଥାଏ; ଅଭିଜ୍ଞ — ୧. Knowing; experiended.
(ଯଥା—ସେ ଜଣେ ଜାଣିବା ଶୁଣିବା ଶୁଣିବା ଲୋକ ହୋଇ ଅଧର୍ମ କଲେ)
- ୨. ଚତୁର —୨. Clever.
- ୩. ବୁଦ୍ଧିମାନ୍ —୩. Intelligent.
- ୪. ବିଜ୍ଞ; ଜ୍ଞାନୀ —୪. Wise.
ଜାଣିମା ମନ୍ତ୍ରୀ ଯେବେ ନୃପ ପାଖେ ଥାଏ ମହତ ସମ୍ପତ୍ତି ସେ ପ୍ରାପତ କରାଏ