ଜାଣିବା

ଉଇକିଅଭିଧାନ‌ରୁ

ଜାଣିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଜଣାଇବା,ଜଣେଇବାଣିଜନ୍ତ

ଦେଶଜ - କ୍ରି. (ସଂସ୍କୃତ - ଜ୍ଞା ଧାତୁ)[ସମ୍ପାଦନା]

୧. ଚିହ୍ନିବା — ୧. To recognise; to be acquainted with.

ଏକା ହୋଇ ବାଟକୁ ନ ଜାଣି ସେ ବନେ କୃଷ୍ଣସିଂହ. ମହାଭାରତ ବନ

୨. ଜ୍ଞାତ ହେବା; ଅବଗତ ହେବା — ୨. To know.
୩. ସଂସାର ସମ୍ୱନ୍ଧ ଅଭିଜ୍ଞ ହେବା —୩. To have worldly wisdom or experience.
୪. ଅନୁଭବ କରିବା — ୪. To experience; to perceive.
୫. ବୁଣିବା; ହୃଦୟଙ୍ଗମ କରିବା —୫. To understand.

ଶୋଣିତ ନଗରୀ ଜାଣି ଦିପକ ପ୍ରଚାରେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

୬. ବାରିବା; ଏକାଧିକ ବସ୍ତୁର ପ୍ରଭେଦ ହୃଦୟଙ୍ଗମା କରିବା — ୬. To destinguish.

ରାତ୍ରି ଦିବସ ମ ଜାଣିଲା ତା ରୁପ ଧ୍ୟାନେ ଦିନଗଲା ଜଗନ୍ନାଥ. ଭାଗବତ

[ଦ୍ରଷ୍ଟବ୍ୟ —ଶୁଣିବା ଶବ୍ଦ ଏହାର ସହଚର ରୂପେ ବ୍ୟବହୃତ ହୁଏ; ଜାଣିବା କ୍ରିୟାର ଅସମାପିକା ରୂପସଙ୍ଗେ ନେବା, ପକାଇବା, ଯିବା, ଆସିବା କ୍ରିୟାର ସମାପିକା ରୂପେ ଯୁକ୍ତ ହୁଏ]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଯେସବୁ ବିଷୟ ଜାଣିଥାଏ; ଅଭିଜ୍ଞ — ୧. Knowing; experiended.

(ଯଥା—ସେ ଜଣେ ଜାଣିବା ଶୁଣିବା ଶୁଣିବା ଲୋକ ହୋଇ ଅଧର୍ମ କଲେ)

୨. ଚତୁର —୨. Clever.
୩. ବୁଦ୍ଧିମାନ୍ —୩. Intelligent.
୪. ବିଜ୍ଞ; ଜ୍ଞାନୀ —୪. Wise.

ଜାଣିମା ମନ୍ତ୍ରୀ ଯେବେ ନୃପ ପାଖେ ଥାଏ ମହତ ସମ୍ପତ୍ତି ସେ ପ୍ରାପତ କରାଏ