ଜାଦୁକର

ଉଇକିଅଭିଧାନ‌ରୁ

ଜାଦୁକର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜାଦୁଗର୍)[ସମ୍ପାଦନା]

ଐନ୍ଦ୍ରଜାଲିକ; କୁହୁକୀ — Magician; sorcerer; a diviner.

କିବା ଏହା ଜାଦୁକର ଜାଦୁକ୍ରିୟା ଭିକାରୀ. ରତୁମାଳୀ