ଜାମା
ଦେଖଣା
ଜାମା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଜମ୍ ଧାତୁ=ଖାଇବା+କର୍ତ୍ତୃ. ଅ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. କନ୍ୟା; ଝିଅ —୧. Daughter.
- ୨. ପୁତ୍ରବଧୂ; ବୋହୁ — ୨. A daughter in-law.
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜାମା=ବସ୍ତ୍ର; ଆଣ୍ଠୁ ପର୍ଯ୍ୟନ୍ତ ଲମ୍ୱା କୁର୍ତ୍ତା ବା ଚପ୍କନ)
[ସମ୍ପାଦନା]କୁର୍ତ୍ତା ବା ଅଙ୍ଗା —Coat; frock.
ରାତି ଦିନ ଜାମା ଦେହରେ ନ ଥିଲେ ପାଟିରେ ନ ହୁଏ କହି ଭିକାରୀ. ସାଆନ୍ତିଆ ବାହା