ଜାମୁକି

ଉଇକିଅଭିଧାନ‌ରୁ

ଜାମୁକି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବାଣୁଆମାନେ ବନ୍ଧୁକର ପାର୍ଶସ୍ଥ ରନ୍ଧ୍ରରେ ନିଆଁ ଲଗାଇବା ପାଇଁ ଯେଉଁ ଦଉଡ଼ିରେ ନିଆଁ ରଖିଥାଆନ୍ତି; ଶଳିତା; ପଳିତା —୧. A cord lighted with fire to ignite a match-lock; match of a gun.

ବାରୁଦ ଗୁଳି ଗୁଳା ଭାର ଭାର ରଞ୍ଜକ ଜାମୁକି ନିଆଁ ପଥର—ବ୍ରଜନାଥ. ସମରତରଙ୍ଗ

୨. ଝାଆଁରା (ଦେଖ) - ୨. Jhā-āñrā (See)