ଜାମ୍
ଦେଖଣା
ଜାମ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (କାଠିଆବାଡ଼)
[ସମ୍ପାଦନା]ପଶ୍ଚିମଭାରତ ଓ କାଠିଆବାଡ଼ ଅଞ୍ଚଳର ରାଜାମାନଙ୍କ ଉପାଧିବିଶେଷ; ନବନଗରର ରାଜାଙ୍କ ଉପାଧି; ଜାମ୍ ସାହେବ୍ —୧. The title of some Ruling chiefs in W. India.
- ୨. (ଇଂ) (କଳଙ୍କି ଖାଇ) ଦୁଇଟି ବସ୍ତୁ ପରସ୍ପର ସହିତ ଦୃଢ଼ଭାବରେ ଲାଗିଯିବା —୨. Jamming or tightly fitting to each other.
- ୩. ଗୁଡ଼ମିଶ୍ରିତ ଚଟଣୀ; ମୁରବ୍ୱା —୩. Jam.
(ଯଥା—ଆମ୍ଭଆଦି ଫଳକୁ ଚିରୁଡ଼ା ଚିରୁଡ଼ା କରି ଚିନି ପାଗ କରି ଚିନିପାଗରେ ଏହାକୁ ସିଝାଇ ଜାମ୍ ପ୍ରସ୍ତୁତ ହୁଏ]
- ୪. (ରେଳରେ କାର୍ଯ୍ୟ କରୁଥିବା କୁଲିଙ୍କ ବ୍ୟବହୃତ)— ସ୍ଲିପର୍ ଉପରେ ଯେଉଁ ଲମ୍ୱ ଲୁହା କଡ଼ି ଆବଦ୍ଧ ଥାଏ ଓ ଯାହା ଉପରେ ରେଳଗାଡ଼ିର ଚକ ଚଳେ — ୪. Iron railway-plates.