ଜାମ୍

ଉଇକିଅଭିଧାନ‌ରୁ

ଜାମ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କାଠିଆବାଡ଼)[ସମ୍ପାଦନା]

ପଶ୍ଚିମଭାରତ ଓ କାଠିଆବାଡ଼ ଅଞ୍ଚଳର ରାଜାମାନଙ୍କ ଉପାଧିବିଶେଷ; ନବନଗରର ରାଜାଙ୍କ ଉପାଧି; ଜାମ୍ ସାହେବ୍ —୧. The title of some Ruling chiefs in W. India.

୨. (ଇଂ) (କଳଙ୍କି ଖାଇ) ଦୁଇଟି ବସ୍ତୁ ପରସ୍ପର ସହିତ ଦୃଢ଼ଭାବରେ ଲାଗିଯିବା —୨. Jamming or tightly fitting to each other.
୩. ଗୁଡ଼ମିଶ୍ରିତ ଚଟଣୀ; ମୁରବ୍ୱା —୩. Jam.

(ଯଥା—ଆମ୍ଭଆଦି ଫଳକୁ ଚିରୁଡ଼ା ଚିରୁଡ଼ା କରି ଚିନି ପାଗ କରି ଚିନିପାଗରେ ଏହାକୁ ସିଝାଇ ଜାମ୍ ପ୍ରସ୍ତୁତ ହୁଏ]

୪. (ରେଳରେ କାର୍ଯ୍ୟ କରୁଥିବା କୁଲିଙ୍କ ବ୍ୟବହୃତ)— ସ୍ଲିପର୍ ଉପରେ ଯେଉଁ ଲମ୍ୱ ଲୁହା କଡ଼ି ଆବଦ୍ଧ ଥାଏ ଓ ଯାହା ଉପରେ ରେଳଗାଡ଼ିର ଚକ ଚଳେ — ୪. Iron railway-plates.