ଜାମ୍‌ଦାନୀ

ଉଇକିଅଭିଧାନ‌ରୁ

ଜାମ୍‌ଦାନୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜାମହ୍ଦାନୀ)[ସମ୍ପାଦନା]

୧. ବୁଣାହେବା ବେଳୁଁ ସୂକ୍ଷ୍ମ ସୂକ୍ଷ୍ମ ରନ୍ଧ୍ର ଓ କାରୁକାର୍ଯ୍ୟ ଥିବା ସୂତା ଲୁଗା — ୧. Figured net-cloth.
୨. ତନ୍ତରେ ବୁଣା ହେବା ବେଳେ ଫୁଲ ପଡ଼ିଥିବା ଲୁଗା —୨. A stuff of exquisite flower- work on netting; figured cloth.