ଜାରମହୁରା

ଉଇକିଅଭିଧାନ‌ରୁ

ଜାରମହୁରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ଜହର୍ ଓ ସଂସ୍କୃତ - ମଧୁରା)[ସମ୍ପାଦନା]

ଜାଲମହୁରା; ସର୍ପଖାଦକ ଚରଡ଼ ଜାତୀୟ ପକ୍ଷୀଙ୍କ ପେଟରୁ ବାହାରିବା କୋଚିଲାମଞ୍ଜି ପରି ଦେଖା ଯାଉ— ଥିବା ଏକପ୍ରକାର କଳା ଓ ହଳଦିଆ ବର୍ଣ୍ଣର ପଥୁରିଆ ଜିନିସ —A calcinous formation and pebble-like substance got from the intestines of flamingo and some ruminant birds and supposed to be an antidote against snake-poison.

[ଦ୍ରଷ୍ଟବ୍ୟ —ଏହା କଳା ଓ ଚକଚକ ଦେଖାଯାଏ ସାପକାମୁଡ଼ା କ୍ଷତ ଜାଗାରେ ଏହାକୁ ଲଗାଇ ଦେଲେ ଏ ଦଷ୍ଟ ବ୍ୟକ୍ତିର ଦେହରୁ ସାପ ବିଷ ଶୋଷି ନିଏ ଓ ବିଷ ଦେହରୁ ନ ଯିବା ପର୍ଯ୍ୟନ୍ତ ଏହା କ୍ଷତ ସ୍ଥାନରେ ଲାଗିରହେ କେଳାମାନେ ଏହା ସଂଗ୍ରହ କରି ଲୋକଙ୍କୁ ଦିଅନ୍ତି ପାଗୁଳି କରିବା କେତେକ ଜୀବ (ଯଥା— ଛେଳି, ମୃଗ ଓ ଆମେରିକାର ଲାମା)ଙ୍କର ଅନ୍ତବୁଜୁଳାରୁ ମଧ୍ୟ ଜାରମହୁରା ବାହାରେ ]