ଜାରି
ଦେଖଣା
ଜାରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]=== ବୈଦେଶିକ - ବିଶେଷ୍ୟ - (ଆରବୀ - ଜାରୀ=ପ୍ରଚଳିତ)
- ୧. ଆରମ୍ଭ; ସୂତ୍ରପାତ; ପ୍ରବର୍ତ୍ତନ — ୧. Setting a thing on foot.
- ୨. ପ୍ରଚାର —୨. Circulation; promulgation.
- ୩. ଅଧିକାର —୩. Authority; control.
- ୪. ପ୍ରୟୋଗ —୪. Issuing; application.
- ୫. କାର୍ଯ୍ୟରେ ପରିଣତି —୫. Carrying into action.
- ୬. ଶାସନ —୬. Rule; regime.
- ୭. ବ୍ୟବହାର; ପ୍ରଚଳନ —୭. Use; currency.
(ଯଥା—ଏ ହୁକୁମର ଜାରି ୩ ବର୍ଷ ହେଲା ହୋଇଅଛି )
- ୮. ପ୍ରଭାବ —୮. Influence.
(ଯଥା—ଆଜି କାଲି ରଥଙ୍କର ଆଠଗଡ଼ରେ ଭାରି ଜାରି )
- ୯. କାର୍ଯ୍ୟ —୯. Action.
- ୧. ବଳାତ୍କାର —୧୦. Employing force.
- ୧୧. ଜାହିର୍; ଆତ୍ମପ୍ରଶଂସା — ୧୧. Self-aggranḏisement.
- ୧୨. ତେଜ —୧୨. Power; vigour; activity.
ଆଜି ପୂର୍ବୋକ୍ତ ଡ଼କାଏତି ଖଟିରେ ଭାରୀ ଜାରି ଫକୀରମୋହନ. ଗଳ୍ପସ୍ୱଳ୍ପ
- ୧୩. କଡ଼ାକଡ଼ି ନିୟମର ପ୍ରଚାର — ୧୩. Promulgation of strict rules.
- ୧୪. ପ୍ରବାହ —Current; flow.
- ୧୫. ମହରମ ପର୍ବରେ ମୁସଲମାନ ସ୍ତ୍ରୀଲୋକ ତାଜିଆ ଆଗରେ ଗାଇବା ଏକ ପ୍ରକାର ଗୀତ — ୧୫. A kind of song sung by Mahomedan females during the Mohorrum.
- ୧୬. ଆଡ଼ମ୍ୱର —୧୬. Pomp; disp la y
- ୧୭. କଠୋର ନିୟମାଧୀନତା —୧୭. Discipline.
ବିଶେଷଣ -
[ସମ୍ପାଦନା]- ୧. ପ୍ରଚଳିତ —୧. Current; in vogue.
- ୨. ପ୍ରତିଷ୍ଠିତ —୨. Established.
- ୩. ପ୍ରବର୍ତ୍ତିତ — ୩. Put in force; inaugurated.
- ୪. ଜାହିରା; ପ୍ରଚାରିତ —୪. Promulgated; published.
ତାଙ୍କ ମହିମା କଥା ପୃଥିବୀ ଯାକ ଜାରି ଫକୀରମୋହନ. ଗଳ୍ପସ୍ୱଳ୍ପ ales during the Mohorrum. trict rules.
- ୫. (ଆରବୀ - ଜାହିର୍) ଶାସିତ —୫. Controlled; ruled.
- ୬. ପ୍ରବାହିତ — ୬. Flowing; running (in current).
(ଯଥା—ଜଖମୀ ଲୋକର ବହୁତ ଖୁନ୍ ଜାରି ଅଛି)