ଜାର୍

ଉଇକିଅଭିଧାନ‌ରୁ

ଜାର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଜାରିନା—ସ୍ତ୍ରୀ) 

ବୈଦେଶିକ - ବିଶେଷ୍ୟ - ପୁଂ. (ଇଂରାଜୀ - ଜାର୍, ଲାଟିନ୍ କାକାର୍)[ସମ୍ପାଦନା]

ଋଷିଆ ସମ୍ରାଜ୍ୟ ରାଜତନ୍ତ୍ରାଧୀନ ଥିବା ସମୟରେ ତହିଁର ସମ୍ରାଟଙ୍କ ଉପାଧି; The late Czar of the Russn empire.