ଜାଲା

ଉଇକିଅଭିଧାନ‌ରୁ

ଜାଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅଳିଞ୍ଜର; ତୁଳ. ଫାରାସୀ - ଜାର୍ରା. ଇଂରାଜୀ - ଜାର୍)[ସମ୍ପାଦନା]

୧. ବଡ଼ ଗରା ବା ମାଠିଆ; ପାଣି ରଖିବାର ବଡ଼ କଳସୀ — ୧. Large jar.
୨. ଦୀର୍ଘାକାର ସ୍ଥୂଳୋଦର ମୃତ୍ ପାତ୍ର — ୨. A big earthen vessel.
୩. ମାଟିର କୁଣ୍ଡ; ବଡ଼ ନନ୍ଦିଆ —୩. Large crator.
୪. (ସଂସ୍କୃତ - ଜ୍ୱଳ ଧାତୁ) ଅଗ୍ନି —୪. Fire.

ଜାଲା ପ୍ରାୟେ ଦିଶୁଅଛି ନୋହେ ଜାଲା ତେନେ ପ୍ରାଚୀ. ବ୍ରହ୍ମନିରୂପଣ ଗୀତା