ଜାଲି
ଦେଖଣା
ଜାଲି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଳ)
[ସମ୍ପାଦନା]- ୧. ଜାଳ ପରି ପତଳା ଆବରଣ — ୧. Film.
- ୨. ଜାଲ ପରି ଛିଦ୍ରବିଶିଷ୍ଟ ପଦାର୍ଥ ବା ଭୂଷଣ — ୨. A thing or ornament of network; lattice-work.
- ୩. ବହୁ କ୍ଷୁଦ୍ର ଛିଦ୍ରବିଶିଷ୍ଟ ଜାଲ — ୩. A net with small holes.
- ୪. ସୁନା ରୂପା ଆଦି ଧାତୁର ତାରକସି କାମ — ୪. Filigree work.
- ୫. ଦୋଷ —୫. Fault; blemish.
- ୬. ଦୁଃଖ; ବାଧା —୬. Pang; bothoraton.
- ୭. ଝରକା; ଜଳାକବାଟି —୭. Latticed window.
ନାଲିଟି ନିକଟେ ଅନାଇ ଦେଲିଟି କାଲି ଟିକିଏ ଚାଲିଟିକି— କବିସୂର୍ଯ୍ୟ. ସଙ୍ଗୀତ
ପ୍ରାଦେଶିକ - (ସମ୍ୱଲପୁର; ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଘରର ଛଣକୁ ରକ୍ଷା କରିବା ପାଇଁ ଉପରେ ଦିଆ ଯାଇଥିବା ତାଟ —A latticed mat spread over the straw-thatch of a house.