Jump to content

ଜାଲିଆ

ଉଇକିଅଭିଧାନ‌ରୁ

ଜାଲିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଜାଳିକ) ଜାଲୁଆ; କେଉଟ; ଯେ ଜାଲଦ୍ୱାରା ମାଛ ଧରି ଜୀବିକା ନିର୍ବାହ କରେ — ୧. Fishrman (using nets).
୨. (ଆରବୀ - ଜାଲ୍) ଜାଲ କରିବା ବ୍ୟକ୍ତି — ୨. Forger.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯେ ଜାଲ୍ କରେ; ଜାଲ୍କାରୀ — ୧. Forging.
୨. ଶଠ; ଠକ —୨. Cheating; deceptive.
୩. କପଟୀ —୩. Hypocritical.