ଜାଲିଆତି

ଉଇକିଅଭିଧାନ‌ରୁ

ଜାଲିଆତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ଫାରାସୀ - ଜାଲିୟତୀ)[ସମ୍ପାଦନା]

୧. ଜାଲ୍କର୍ମ — ୧. Forgery.
୨. ଠକାମି; ଶଠତା; ପ୍ରବଞ୍ଚନା —୨. Cheating; deception.
୩. କପଟତା; ପ୍ରବଞ୍ଚନା —୩. Hypocrisy.