ଜାଲିମ୍
ଜାଲିମ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ଆରବୀ - ଜାଲିମ୍=ଅତ୍ୟାଚାରୀ; ତୁଳ. ସଂସ୍କୃତ - ଜାଳ =ଖଳଲୋକ)[ସମ୍ପାଦନା]
- ୧. ରାଗ; କୋପ —୧. Anger.
- ୨. ଜୁଲମ୍; ଅତ୍ୟାଚାର —୨. Oppression.
- ୩. ହାକିମ୍; ହୁକୁମତି — ୩. Show of authority.
- ୪. ଗର୍ବ; ଦମ୍ଭ —୪. Arrogance.
- ୫. (ମନ୍ଦାର୍ଥ) ରୀତି; ଚାଲିଚଳନ; ଢଙ୍ଗ — ୫. Manners; conduct.
(ଯଥା—ସହରୀ ଜାଲିମ୍)
- ୬. ପରାକ୍ରମ —୬. Might.
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ଆରବୀ - )[ସମ୍ପାଦନା]
- ୧. ଅତ୍ୟାଚାରୀ; ଜୁଲମ୍ୱାଜ୍ — ୧. Oppressive.
- ୨. ଅନ୍ୟାୟ କର୍ମଚାରୀ —୨. Unjust.
- ୩. ପ୍ରବଳ ପ୍ରତାପୀ; ପରାକ୍ରମଶାଳୀ — ୩. Mighty; powerful.