ଜାଲ୍

ଉଇକିଅଭିଧାନ‌ରୁ

ଜାଲ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ଜଅଲ୍; ଜାଲ୍)[ସମ୍ପାଦନା]

୧. କପଟଲେଖନ କୃତ୍ରିମଲେଖା —୧. Forged writing; forgery.
୨. କପଟତା —୨. Deception.

ବିଶେଷଣ -[ସମ୍ପାଦନା]

୧. କୃତ୍ରିମ —୧. Forged; counterfeit.
୨. କପଟୀ —୨. Deceptive.