Jump to content

ଜାଲ୍ କରିବା

ଉଇକିଅଭିଧାନ‌ରୁ

ଜାଲ୍ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୃତ୍ରିମ ଲେଖା ଲେଖିବା — ୧. To forge; to forge a writing or-decument.

(ଯଥା—ତୁମ୍ଭେ ତାଙ୍କ ଦସ୍ତଖତ ଜାଲ୍ କରିବ କି?)

୨. ଅସଦୁଦ୍ଦେଶ୍ୟରେ ଅସଲ ପଦାର୍ଥର ଅବିକୃତ ନକଲ ପ୍ରସ୍ତୁତ କରିବା —୨. To counterfeit a genuine thing; to imitate culpably.

[ଦ୍ରଷ୍ଟବ୍ୟ —ଜାଲ୍ କରିବା ଆଇନ୍ ଅନୁସାରେ ଗୁରୁତ୍ୱର ଅପରାଧ ଅଟେ]