ଜାଲ୍ ଦସ୍ତଖତ
ଦେଖଣା
ଜାଲ୍ ଦସ୍ତଖତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଜାଲ୍ ଦସ୍ତଖତ
|
ବୈଦେଶିକ - ବିଶେଷ୍ୟ - (ଆରବୀ - ଜଅଲ୍ ଓ ଫା, ଦସ୍ତଖତ୍)
[ସମ୍ପାଦନା]କୃତିମ ସ୍ୱାକ୍ଷର ; କୌଣସି ବ୍ୟକ୍ତିଦ୍ୱାରା କପଟ ଭାବରେ ଲିଖିତ ବା ସ୍ୱାକ୍ଷରିତ ଅନ୍ୟର ନାମ Forged signature.