ଜାଳିବା
ଦେଖଣା
ଜାଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜଳାଇବା, ଜଳେଇବାଣିଜନ୍ତ ରୂପ
ଦେଶଜ - କ୍ରିୟାପଦ - . (ସଂସ୍କୃତ - ଜ୍ୱଳ ଧାତୁ)—(ଜଳିବାର ଣିଜନ୍ତରୂପ)
[ସମ୍ପାଦନା]- ୧. ଜଳାଇବା; ଅଗ୍ନି ଲଗାଇବା — ୧. To light fire; to ignite.
ସେ ନବୀନା ଦିନେ ଅଗ୍ନିଙ୍କି ଜାଳିବାକୁ ଗଲେ ଏକା ହୋଇ ହୋମର ଘରକୁ— କୃଷ୍ଣସିଂହ. ମହାଭାରତ ସଭା
- ୨. ଦହନ କରିବା; ପୋଡ଼ିବା —୨. To burn.
- ୩. ଉତ୍ତପ୍ତ କରିବା —୩. To heat.