ଜାସୁସ୍

ଉଇକିଅଭିଧାନ‌ରୁ

ଜାସୁସ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - )[ସମ୍ପାଦନା]

ଗୁପ୍ତଭାବରେ ଅପରାଧୀର ପତା ଲଗାଇବା ବ୍ୟକ୍ତି; ଗୁପ୍ତଚର; ଭେଦୁଆ — A spy; an informer.