ଜାସ୍ତି

ଉଇକିଅଭିଧାନ‌ରୁ

ଜାସ୍ତି

ଓଡ଼ିଆ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ଯାସ୍ଦ୍ତୀ=ଆଧିକ୍ୟ)[ସମ୍ପାଦନା]

ଆଧିକ୍ୟ — Excess; increase; addition.

ବିଶେଷଣ -[ସମ୍ପାଦନା]

୧. ଅତ୍ୟଧିକ —୧. Too much; excessive.
୨. ଅଧିକତର —୨. More than.



ଉଚ୍ଚାରଣ[ସମ୍ପାଦନା]

$1

  • (file)