ଜାହାଜିଆ
ଦେଖଣା
ଜାହାଜିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆ)
[ସମ୍ପାଦନା]- ୧. ପୋତାଧ୍ୟକ୍ଷ; କାପ୍ତାନ — ୧. Captain of a ship.
- ୨. ନାବିକ; ନୌକର୍ମଚାରୀ — ୨. A sailor; a mariner.
- ୩. ବୋଇତିଆଳ; ଜାହାଜଦ୍ୱାରା ବାଣିଜ୍ୟ କରିବା ବ୍ୟକ୍ତି —. ୩. A person who trades with the help of a ship; an export merchantt.
ବାଲେଶ୍ୱରରେ ଅନେକଗୁଡ଼ିଏ ଜାହାଜିଆ ମହାଜନ ଥିଲା ଫକୀରମୋହନ. ଗଳ୍ପସ୍ୱଳ୍ପ
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଜାହାଜସମ୍ୱନ୍ଧୀୟ — ୧. Pertaining to a ship.
- ୨. ନୌସମ୍ୱନ୍ଧୀୟ —୨. Nautical.
- ୩. ଜାହାଜରେ ସମୁଦ୍ରପାରସ୍ଥ ବିଦେଶରୁ ଆନୀତ;ବିଦେଶୀ — ୩. Imported from a foreign transmarine country.