ଜାହାନିଆଁ

ଉଇକିଅଭିଧାନ‌ରୁ

ଜାହାନିଆଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ବୈଦେଶିକ - ବିଶେଷ୍ୟ - (ଆ) (ନାମ)[ସମ୍ପାଦନା]

ଜନୈକ ମୁସଲମାନ ପରି— ବ୍ରାଜକ ମହାପୁରୁଷ —Name of a Mahomedan traveller-saint.

[ଦ୍ରଷ୍ଟବ୍ୟ —ପୁରୀ ଜିଲା କାକଟପୁର ନିକଟସ୍ଥ ସମୁଦ୍ରକୂଳରେ ଏହାଙ୍କର ଗାଦି ଅଛି ସହକାର—୧୨ଶ ସଂଖ୍ୟା—ରାଧାଚରଣ ପଣ୍ଡା]