Jump to content

ଜାହିରାତ୍

ଉଇକିଅଭିଧାନ‌ରୁ

ଜାହିରାତ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ବୈଦେଶିକ - ବିଶେଷ୍ୟ - (ଆ)

[ସମ୍ପାଦନା]

ସର୍ବସାଧାରଣଙ୍କ ନିମନ୍ତେ ଦିଆଯିବା ବିଜ୍ଞାପନ; ଜାହିରାତ୍ ନାମା —Public notice.

ବିଣା. (ଆରବୀ - ଜାହିର)

[ସମ୍ପାଦନା]

ପ୍ରକାଶିତ —Published.